କାମାକ୍ଷାନଗର: ଭଣ୍ଡାରିଆ ଗାଁରେ ବାଘ ଭୟରେ ଲୋକମାନେ ବୁଧବାର ୫ଟାରେ ହାତରେ ଠେଙ୍ଗା ଧରି ଗାଁ ଜଗୁଛନ୍ତି
ଭଣ୍ଡାରିଆ ଗାଁରେ ବାଘ ଭୟରେ ଲୋକମାନେ ବୁଧବାର ୫ଟାରେ ହାତରେ ଠେଙ୍ଗା ଧରି ଗାଁ ଜଗୁଛନ୍ତି ।ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ଭଣ୍ଡାରିଆ ଗାଁ ନିକଟ ଜମିରେ ବାଘର ପାଦ ଚିହ୍ନ ଦେଖିବା ପରେ ଭୟରେ ଲୋକମାନେ ବୁଧବାର ହଟାରେ ଠେଙ୍ଗା ଧରି ଗାଁ ଜଗୁଛନ୍ତି ।