ପରଜଙ୍ଗ: ମଦମୁକ୍ତ ଅଭିଯାନରେ ସିଂହଡା ଗାଁ
ମଦମୁକ୍ତ ଅଭିଯାନରେ ସିଂହଡା ଗାଁ ମଦ୍ୟପାନ କରି ନଯାଉ କାହାର ଜୀବନ କି ଉଜୁଡି ନଯାଉ ସଂସାର ନାରାରେ ମଦମୁକ୍ତ ଅଭିଯାନରେ ସିଂହଡା ଗ୍ରାମର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମଙ୍ଗଳବାର ଅପରାହ୍ନ ୫ଟାରେ ପଦଯାତ୍ରା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ପରଜଙ୍ଗ ବ୍ଲକ କଲଦା ପଞ୍ଚାୟତ ସିଂହଡା ଗ୍ରାମର ମା ସିଦ୍ଧେଶ୍ୱରୀ ମହିଳା ସ୍ଵୟଂସହାୟକ ଗୋଷ୍ଠୀର ୫୦ ରୁ ଉର୍ଦ୍ଧ୍ବ ମହିଳା ହାତରେ ମଦମୁକ୍ତ ଅଭିଯାନ ଫ୍ଲାଗ କାର୍ଡ ଧରି ଗ୍ରାମ ପରିଭ୍ରମଣ କରିଛନ୍ତି। ଗାଁରେ କୈଣସି ଦୋକାନରେ ଚୋରା ମଦ ବିକ୍ରି ହେଉବା ଘର ପୁରୁଷ ମାନେ ମଦ୍ୟପାନ କଲେ ତାଙ୍କ ଠାରୁ ଜୋରିମାନା ଆଦାୟ କରିବା ସହିତ ଆଇନ ଅନୁଯାୟୀ କାର୍