ଖୋର୍ଦ୍ଧା: ଗୁରୁଜଙ୍ଗ ଅଞ୍ଚଳରେ ଅବକାରୀ ଚଢ଼ାଉ, ବ୍ରାଉନସୁଗାର ସହ ବାଇକ ଜବତ ଓ ଜଣେ ଅଭିଯୁକ୍ତ ଗିରଫ
ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଆଜି ଅପରାହ୍ନ ସମୟରେ ଚଢ଼ାଉ କରାଯାଇଛି lଏହି ଚଢ଼ାଉ ସମୟରେ ବ୍ରାଉନସୁଗାର ସହ ଏଜ ବାଇକ ଜବତ କରିଛି ଅବକାରୀ ପୋଲିସ l ଏ ନେଇ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି l