ରେମୁଣା: ରେମୁଣା ଗଣ୍ଡରଦାରେ ହିତାଧିକାରୀଙ୍କୁ ରିଲିଫ୍ ଚାଉଳ ବଣ୍ଟନ, ତଦାରଖ କଲେ ବିଜେପି ଯୁବ ମୋର୍ଚ୍ଚା
ରେମୁଣା ନିର୍ବାଚନ ମଣ୍ଡଳୀର ଗଣ୍ଡରଦା ପଞ୍ଚାୟତରେ ଓଡ଼ିଶା ସରକାରଙ୍କ ପକ୍ଷରୁ ହିତାଧିକାରୀଙ୍କୁ ରିଲିଫ୍ ଚାଉଳ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ନାରାୟଣ ମହନ୍ତ ଉପସ୍ଥିତ ରହି ଚାଉଳ ବଣ୍ଟନ କାର୍ଯ୍ୟର ତଦାରଖ କରିଛନ୍ତି।