ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡ଼ୁବୁରୀ ଛକରୁ ଏକ ମାଲ ବୋଝେଇ ଟ୍ରକ୍ ଚୋରି ଘଟଣାରେ ସମ୍ପୃକ୍ତ ଯୁବକକୁ କଳିଙ୍ଗନଗର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ମୁତାବକ 1 /11/2025 ରିଖ ଦିନ ଡ଼ୁବୁରୀ ବାସିନ୍ଦା ସୈଳେନ୍ଦ୍ର ପ୍ରଧାନଙ୍କ ମାଲ ବୋଝେଇ ଟ୍ରକ ଚୋରି ହୋଇଥିବା ନେଇ ସେ କଳିଙ୍ଗନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । କଳିଙ୍ଗନଗର ପୋଲିସ ଲିଖିତ ଅଭିଯୋଗକୁ ଭିତ୍ତିକରି କେସ ନଂ 401/25 ରେ ମାମଲା ରୁଜ୍ଜୁ ସମ୍ପୃକ୍ତ ଯୁବକ ପଦନ ସାମଲଙ୍କୁ ଗିରଫ କରି ସାକ୍ଷ୍ୟ ପ୍ରମାଣ ଆଧାରରେ ପଦନ ସାମଲଙ୍କୁ ରବିବାର ଅପରାହ୍ନ 3 ଘଟିକା ସମୟରେ ଦେଖିବାକୁ ମିଳିଛି ।