Public App Logo
Jansamasya
News
Maharashtra
Bjp
National
Police
Bihar
Coronavirus
कांग्रेस
मौत
Accident
Congress
Modi
Delhi
Viral
मध्यप्रदेश
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
Chhattisgarh
Uttarpradesh
Haryana
Uttarakhand
लखनऊ
Crimenews

ନବରଙ୍ଗପୁର ପୋଲିସ ଷ୍ଟେସନ: ନନ୍ଦାହାଣ୍ଡିରେ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ, ଉଦଘାଟନୀ ଉଚ୍ଛବରେ ମୁଖ୍ୟ ଅତିଥି ରୂପେ ଯୋଗଦେଲେ ଜଣେ ଛାତ୍ରୀ

ନନ୍ଦାହାଣ୍ଡିରେ ନନ୍ଦାହାଣ୍ଡି ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ । ଉଦଘାଟନୀ ଉଚ୍ଛବରେ ମୁଖ୍ୟ ଅତିଥି ରୂପରେ ଯୋଗ ଦେଲେ ଜଣେ ପଞ୍ଚମ ଶ୍ରେଣୀ ସ୍କୁଲ ଛାତ୍ରୀ । ଆଜି ନନ୍ଦାହାଣ୍ଡି ମଣ୍ଡଳ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ନନ୍ଦାହାଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଆଜିର କାର୍ଯ୍ୟକ୍ରମର ଉଦଘାଟନୀ ଉଚ୍ଛବରେ ମୁଖ୍ୟ ଅତିଥି ଭାବେ ସାଗରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଛାତ୍ରୀ କୁମାରୀ ସାଲୋମି ସେରନ ଟାକରି ଯୋଗ ଦେଇ ଦ୍ବୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ