କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅନ୍ତର୍ଗତ ଶୁଅକାଟି ସ୍ଥିତ ଓଏମସି ଗୋନ୍ଧମାର୍ଦନ ଖଣି ପ୍ରଭାବିତ ସଦର ବ୍ଲକ ମହାଦେଇଦେଇଯୋଡା ଓ ବରଦାପ ପାଳ ପଞ୍ଚାୟତ ର ସଲାପେଣ୍ତ ନାଉପଦା এ ତଳକମ୍ପଡିହି ଗ୍ରାମବାସୀ ଆଜି ଜିଲ୍ଲା ସମବାୟ ସମିତି ନିବନ୍ଧକ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଗୋନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ସୋସାଇଟିରେ କରିବାକୁ ଦାବି ହୋଇଛି। ଜେନ୍ସି ଓ କୋପ୍ରେଟିଭ୩ଟିରେ ସେମାନଙ୍କୁ ଅନୁର୍ଭୁକଦିର୍ଘବର୍ଷ ଆନ୍ଦୋଳନ ପରେ ଏକ ବର୍ଷ ପୂର୍ବରୁ ଏହି ସବୁ ଗାଁ ସୋସାଇଟିରେ ଆମେଣୁମେଣ୍ତ ପରେ ସାମିଲ ହୋଇଥିଲେ।