ନୂଆପଡା: କାଳବୈଶାଖୀ ପାଇଁ ୮ ତାରିଖ ସକାଳ ୮ ଟା ୩୦ ପର୍ଯ୍ୟନ୍ତ ଜିଲ୍ଲାଲୁ ୟେଲୋ ୱର୍ନିଙ୍ଗ
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କାଳବୈଶାଖୀ ପାଇଁ ୮ ତାରିଖ ସକାଳ ୮ ଟା ୩୦ ପର୍ଯ୍ୟନ୍ତ ଜିଲ୍ଲାଲୁ ୟେଲୋ ୱର୍ନିଙ୍ଗ କରାଯାଇଛି। ଏହି ସମୟ ମଧ୍ୟରେ ଜିଲ୍ଲାରେ ଘଡଘଡି, ବିଜୁଳି ସାଙ୍ଗକୁ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି। ଏହା ସହ ଘଂଟାପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ମଧ୍ୟ ବହିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ଦିନ ଗୋଟାଏ ସମୟରେ ସୂଚନା ଦିଆଯାଇଛି।