ବେତନଟୀଥାନା ବଡଜାମବଣି ଫାଣ୍ଡି ଅଧୀନ ଭାଲିଆଡିହା ଉପକଣ୍ଠ କଲରାଫୁଲିଆ ଠାରେ ଅଜଣାଗାଡି ଧକ୍କାରେ ପଥଚାରୀଙ୍କ ମୃତ୍ୟୁରେ ସୋମବାର ଅପରାହ୍ନ ୫ଟାରେ ୪୧୬ ନମ୍ବରରେ ମାମଲା ରୁଜୁକରି ଶଵବ୍ୟବଚ୍ଛେଦ ପୂର୍ବକ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତରକଲା ପୁଲିସ l ମୃତକ ଜଣକ ହେଉଛନ୍ତି ହେଁସେଲଡ଼ିହି ଗ୍ରାମର ସ୍ୱର୍ଗତ ମଙ୍ଗଳଲ ହେମ୍ବ୍ରମର ପୁଅ ସିଙ୍ଗୁ ହେମ୍ବ୍ରମ l ସିଙ୍ଗୁ ହେମ୍ବ୍ରମ ରାସ୍ତାରେ ଚାଲିଚାଲି ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା l