ଛତ୍ରପୁର: ବ୍ରହ୍ମପୁର ଗୋଶାଣିନୂଆଗାଁ ପୂଜା ମଣ୍ଡପ ବୁଲିଲେ ମେୟର
ବ୍ରହ୍ମପୁର ଗୋଶାଣିନୂଆଗାଁ ପୂଜା ମଣ୍ଡପ ପରିଦର୍ଶନ କଲେ ମେୟର। ମା' ଦୁର୍ଗାଙ୍କ ମେଢ଼ ଦର୍ଶନ କରିବା ସହ ଅଞ୍ଚଳବାସୀଙ୍କୁ ଦୁର୍ଗାପୂଜାର ଶୁଭେଚ୍ଛା ଜଣାଇଲେ। ଦୁର୍ଗାପୂଜାକୁ ଭାଇଚାରା ଓ ସାଂସ୍କୃତିକ ପରମ୍ପରାର ପ୍ରତୀକ ବୋଲି କହିଲେ ମେୟର।