ଆସିକା: ସୁମନ୍ତପଲ୍ଲୀ ଛକ ନିକଟରେରେ କାର ଅଟକାଇ ଚାଳକ ଙ୍କୁ ମରଣାନ୍ତକ ଆକ୍ରମଣ, ଆସିକା ମେଡିକାଲ ରେ ଭର୍ତି
Asika, Ganjam | Oct 19, 2025 ଗଞ୍ଜାମ ଜିଲ୍ଲା ଆସିକା ଥାନା ସୁମନ୍ତପଲ୍ଲୀ ଛକ ନିକଟରେ କାର ଚାଳକ ଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି l ଆକ୍ରମଣ ରେ ସୁମନ୍ତପଲ୍ଲୀ ଗ୍ରାମର ସୁଦାମ ଲେଙ୍କା ନାମକ ଜଣେ ବ୍ୟକ୍ତି ଆହାତ ହୋଇଛନ୍ତି l ସୂଚନା ଅନୁସାରେ ସୁଦାମ କାର ଯୋଗେ ନିଜ ଘର ଅଭିମୁଖେ ଯିବା ସମୟରେ ସୁମନ୍ତପଲ୍ଲୀ ଗ୍ରାମ ଛକ ନିକଟରେ ଦୁଇଜଣ ବ୍ୟକ୍ତି ଗାଡି ଅଟକାଇ ମରଣାନ୍ତକ ଆକ୍ରମଣ କରିଥିଲେ l