ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି ତରଫରୁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ନୂଆଗାଁ ପରିସରରେ ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଜି କାର୍ଯ୍ୟକ୍ରମ ବିଦ୍ୟାଳୟର ଆଚାର୍ଯ୍ୟାଙ୍କ ଉପସ୍ଥିତିରେ ଆରମ୍ଭ ହୋଇଥିଲା।ନାରୀର ସପ୍ତ ଗୁଣ ତଥା ଶକ୍ତି ବିଷୟରେ ଅବତାରଣା କରାଯାଇଥିଲା।ବିଦ୍ୟାଳୟର ଗୁରୁମା ତଥା ମାଆମାନେ ଉପସ୍ଥିତ ଥିଲେ।