ତଲସରା: ଉଡୁରୁମା ଗ୍ରାମ ରେ ଅନୁଷ୍ଠିତ ପଞ୍ଚଦିବସୀୟ ଫୁଟବଲ ପ୍ରତିଯୋଗିତା ରେ ଯୋଗ ଦେଲେ ଉପ ବାଚସ୍ପତି
ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଳକ ଅନ୍ତର୍ଗତ ତରକେରା ଗ୍ରାମ ପଞ୍ଚାୟତର ଉଡୁରୁମା ଗ୍ରାମ ରେ ଅନୁଷ୍ଠିତ ହେଉଥିବା ଫୁଟବଲ ପ୍ରତିଯୋଗିତା ରେ ଆଜି ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇଥିଲେ।ଆୟୋଜକ କ୍ଲବ ର ସଦସ୍ୟ ମାନେ ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।