ବ୍ରହ୍ମଗିରି: ବ୍ରହ୍ମଗିରି ଗୋଲରା ଗ୍ରାମରେ ମା’ ଦଶଭୁଜାଙ୍କ 39ତମ ବାର୍ଷିକ ଶାରଦୀୟ ଦୁର୍ଗାପୂଜା
ବ୍ରହ୍ମଗିରି ବ୍ଲକ କୁଶୁବେଣ୍ଟି ପଞ୍ଚାୟତ ଗୋଲରା ଗ୍ରାମରେ ମା’ ଦଶଭୁଜାଙ୍କ 39ତମ ଶାରଦୀୟ ଦୁର୍ଗାପୂଜା ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ପୁରୀ ସଦର ବ୍ଲକ ଅଧ୍ୟକ୍ଷ ଦିବାକର ପାତ୍ର ଯୋଗଦେଇ ଗ୍ରାମବାସୀଙ୍କ ମଙ୍ଗଳ କାମନା କରିଛନ୍ତି।