ତାଳଚେର ସଦର: ବିଧିବଦ୍ଧ ଭାବେ ବିଜେଡ଼ି ଛାଡି ବିଜେପିରେ ଯୋଗଦେଲେ ତାଳଚେର ପୋୖର ନଗରପାଳ ପବିତ୍ର ଭୁତିଆ
ତାଳଚେର ପୋୖର ନଗରପାଳ ପବିତ୍ର ଭୁତିଆ ଶୁକ୍ରବାର ଅପରାହ୍ନ ୪ ଘଟିକା ସମୟରେ ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେଡ଼ି ଛାଡି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛନ୍ତି ।