ବେତନଟୀ ଥାନା ଇଲାକାର ଜନୈକା ଦଶମଶ୍ରେଣୀ ଛାତ୍ରୀଙ୍କୁ ସ୍କୁଲ ଯିବା ରାସ୍ତାରେ ଟଣା ଓଟୋରା କରି ଅସଦାଚରଣ କରିବା ସହିତ ଚାପୁଡ଼ା ମାରିବା ଅଭିଯୋଗରେ ରବିବାର ରାତି ମାମଲା ରୁଜୁକରି ତଦନ୍ତ ଚଳାଇଥିବା ବେତନଟୀ ପୁଲିସ ଅଭିଯୁକ୍କୁ ଗିରକରି ସୋମବାର ସ୍ୱାସ୍ଥ୍ପରୀକ୍ଷପରେ ସୋମବାର ଅପରାହ୍ନ ପାଞ୍ଚଟରେ କୋର୍ଟ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ଜଣକ ହେଉଛି ବାରିପଦା ସଦଥାନା ସ୍ୱରୂପଭିଲ୍ଲା ଅଞ୍ଚଳର ସ୍ୱର୍ଗତ କାର୍ତିକ ସିଂର ପୁଅ ନୀତନ ସିଂ l