କୋରାପୁଟ ସହର: କୋରାପୁଟ ପୈାର ପରିଷଦ ପକ୍ଷରୁ ଡିଏଭି ମହାବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ବୃକ୍ଷ ରୋପଣ
କୋରାପୁଟ ଡିଏଭି ମହାବିଦ୍ୟାଳୟ ପରିସରରେ ପୌର ପରିଷଦ ପକ୍ଷରୁ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ଦିନ ୨ଟା ସମୟରେ ଆୟୋଜିତ କାର୍ଯ୍ୟକ୍ରମରେ କୋରାପୁଟ ମୁନସିପାଲଟି ଚେୟାରମେନ ଲଲାଟ ରଞ୍ଜନ ସେଠୀ, ନିର୍ବାହୀ ଅଧିକାରୀ ଜ୍ଞାନଜୀ mu meetତ ତ୍ରୀପାଠୀ ସହ ସମସ୍ତ କାଉନସିଲର ଏବଂ ମହା ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ବୃକ୍ଷ ରୋପଣ କରା ଯାଇଥିବା ଦେଖିବାକୁ ମିଳିଛି