ଅମ୍ବାଭୋନା: ଭୁକ୍ତା ଗ୍ରାମର ମାନସିକ ରୋଗି ଅର୍ଜୁନ ପସାଏତଙ୍କୁ ଆବାସ ଘର ମିଳିତ କେବେ ? ଭଙ୍ଗା ଦଦରା ଘରେ ବିତୁଛି ଜୀବନ, ଦେଖନ୍ତୁ ତାଙ୍କର ମୋମନ
ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଭୁକ୍ତା ଗ୍ରାମର ମାନସିକ ରୋଘୀ ଅର୍ଜୁନ ପସାଏତ ଓ ତାଙ୍କର ପରିବାର ଏକ ଭଙ୍ଗା ଦଦରା ଘରେ ପ୍ରାୟ 2 ବର୍ଷ ହେବ ରହିଆସୁଛନ୍ତି । ଭଙ୍ଗା ଛାତରେ ପଲିଥିନ ଦେଇ ବିପଜ୍ଜନକ ଭାବେ ରହୁଛନ୍ତି । ତାଙ୍କୁ ଆବାସ ଯୋଜନାରେ ଘରଟିଏ ଯୋଗାଇ ଦେଲେ ଉପକୃତ ହୁଅନ୍ତେ ଏହି ପରିବାର । ଦେଖନ୍ତୁ ଆଜି 5 PM ରେ ନିଆଯାଇଥିବା ତାଙ୍କର ମତାମତ