ପରଜଙ୍ଗ: ପରଜଙ୍ଗ ଷ୍ଟାଡିୟମରେ ଗୁରୁବାର ୧୦ଟାରେ ସାଂସଦ ଖେଳ ମହୋତ୍ସବ ଅନୁଷ୍ଠିତ ଉପସ୍ଥିତ ରହିଲେ ବିଧାୟକ ବିଭୁତି ପ୍ରଧାନ
ପରଜଙ୍ଗ ଷ୍ଟାଡିୟମରେ ଗୁରୁବାର ୧୦ଟାରେ ସାଂସଦ ଖେଳ ମହୋତ୍ସବ ଅନୁଷ୍ଠିତ ଉପସ୍ଥିତ ରହିଲେ ବିଧାୟକ ବିଭୁତି ପ୍ରଧାନ ।କ୍ରୀଡ଼ାର ବିକାଶ ପାଇଁ ସାଂସଦ ଖେଳ ମହୋତ୍ସବ ଅନୁଷ୍ଠିତ ଏହି ପରିପ୍ରେକ୍ଷୀରେ ଗୁରୁବାର ପରଜଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି ।ଏଠାରେ ବିଧାୟକ ବିଭୁତି ପ୍ରଧାନଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।