ଭୋଗରାଇ: ଶ୍ରମ କାର୍ଡ ମୃତ୍ୟୁ ସହାୟତା ଜାଲିଆତି: ଦୁଇ ମାସ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ
ଶ୍ରମ କାର୍ଡ ମୃତ୍ୟୁ ସହାୟତା ରାଶି ହଡ଼ପ ମାମଲାରେ ତଦନ୍ତ ଶିଥିଳ। ଦୁଇ ମାସ ହେଲା କାର୍ଯ୍ୟାନୁଷ୍ଠାନ ଶୂନ୍ୟ। ପ୍ରଶାନ୍ତ ମଣ୍ଡଳଙ୍କୁ ଜେରା ନେଇ ଉଠିଲା ପ୍ରଶ୍ନ। ଭୋଗରାଇରୁ ଝାରସୁଗୁଡ଼ା ଯାଏଁ ଲମ୍ବିଛି ଏହି ଜାଲିଆତିର ଚେର।