ବଡସାହି: ମେର୍ଦା,ସନ୍ତରା,ଦହିକଟି, ଉତ୍ତରପାଳ,ମାଣତ୍ରୀ, ପଟିସାରି, ଶିଆଳିଘାଟି ସମେତ ବିଭିନ୍ନ ସ୍ଥାନରେ ବିଧାୟକ ସନାତନ ବିଜୁଳିଙ୍କ ମାରାଥନ ଶିଳାନ୍ୟାସ
ବଡ଼ସାହି ନିର୍ବାଚନ ମଣ୍ଡଳୀ ଅଧୀନ ବେତନଟୀ ବ୍ଲକର ମେର୍ଦା, ସନ୍ତରା ଏବଂ ଦହିକଟି ସମେତ ବଡ଼ସାହି ବ୍ଲକର ମାଣତ୍ରୀ, ହରିପୁର, ପଟିସାରି, କୁଲଡିହା, ପୁରୁଣାପାଣି,. ଉତ୍ତରପାଳ ପ୍ରମୁଖ ସ୍ଥାନମାନଙ୍କରେ ଶନିବାର ଦିନ ତମାମ ମାନ୍ୟବର ଲୋକପ୍ରିୟ ବିଧାୟକ ସନାତନ ବିଜୁଳି ମାରାଥନ ଶିଳାନ୍ୟାସ ଚଳାଇ ଥିବାବେଳେ ଏହା ଶନିବାର ଅପରାହ୍ନ ଚାରିଟାରେ ସମାପିତ ହୋଇଛି l