Public App Logo
Jansamasya
News
Bjp
National
Police
Bihar
India
कांग्रेस
Gujarat
Accident
Congress
Modi
Delhi
Viral
मारपीट
Breakingnews
Narendramodi
Nitishkumar
Madhya_pradesh
Nsui
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Crimenews
Aap

ବାଲିିଅନ୍ତା: ବୁଧିପଡା ଛକରେ ସ୍କୁଟି ଓ ବାଇକ ମଧ୍ୟରେ ଦୁର୍ଘଟଣା , ୧ଆହତ

Balianta, Khordha | Sep 14, 2025
ରାଜଧାନୀ ଉପକଣ୍ଠ ବାଲିଅନ୍ତା ନିକଟସ୍ଥ ବୁଧିପଡା ଛକ ଠାରେ ରବିବାର ଅପରାହ୍ନ ପ୍ରାୟ ଛଅଟା ବେଳେ ସ୍କୁଟି ଓ ବାଇକ ମଧ୍ୟରେ ଦୁର୍ଘଟଣା ଘଟଥିଲା। ସୂଚନା ଅନୁଯାୟୀ ଦୁଇଟି ଗାଡ଼ି ସମାନ ଦିଗରେ ଯାଉଥିବା ବେଳେ ବାଇକଟି ସ୍କୁଟି ଚାଳକଙ୍କୁ ସାଇଟ ମାରିଥଲା । ଫଳରେ ଉଭୟ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏଥିରେ ବାଇକ ଚାଳକ ଆହତ ହୋଇଛନ୍ତି।ସ୍ଥାନୀୟ ଲୋକେ ବାଇକ ଚାଳକଙ୍କୁ ଉଦ୍ଧାର କରି ନିକଟସ୍ଥ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ
ବାଲିିଅନ୍ତା: ବୁଧିପଡା ଛକରେ ସ୍କୁଟି ଓ ବାଇକ ମଧ୍ୟରେ ଦୁର୍ଘଟଣା , ୧ଆହତ - Balianta News