ଆଜି ନଭେମ୍ୱର 20 ତାରିଖ ଗୁରୁବାର ସନ୍ଧ୍ୟା 7 ଟା ପାଖାପାଖି ସମୟରେ ଧରୁଆ ଡିହି ପୋଲିସ ସମ୍ପୃକ୍ତ ହାଇୱା ଚାଳକକୁ ମଦ୍ୟପାନ କରି ଗାଡ଼ି ଚାଳନା କରିବା ଅଭିଯୋଗରେ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତ ହେଲା - ଲିକୁଦିନ ଜୋଜୋ ଓ ତା ଘର ସମ୍ବଲପୁର ଜିଲ୍ଲା ଗୋବିନ୍ଦ ପୁର। ଧରୁଆ ଡିହି ପୋଲିସ ଏହି ମାମଲାରେ ହାଇୱା OD-23M-8900 କୁ ଜବତ କରି ଥାନାକୁ ନେଇଛନ୍ତି।