Public App Logo
Jansamasya
National
Vandebharatexpress
Didyouknow
Shahdara
New_delhi
Delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ଯାଜପୁର: ଚୂନଭାଟି ସ୍ଥିତ ସତ୍ୟସାଇ ମନ୍ଦିର ନିକଟସ୍ଥ ଏକ ଘର ଭିତରୁ ଅଚେତ ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଦମ୍ପତ୍ତି ଉଦ୍ଧାର,ପୋଲିସର ତଦନ୍ତ ଆରମ୍ଭ

Jajapur, Jajpur | Sep 15, 2025
ଚୂନଭାଟି ସ୍ଥିତ ସତ୍ୟସାଇ ମନ୍ଦିର ନିକଟସ୍ଥ ଏକ ଘର ଭିତରୁ ଅଚେତ ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଦମ୍ପତ୍ତି ଉଦ୍ଧାର,ପୋଲିସର ତଦନ୍ତ ଆରମ୍ଭ l ଏକ ଘର ଭିତରେ ଏକ ଦମ୍ପତ୍ତି ଅଚେତ ଅବସ୍ଥାରେ ଘର ଭିତରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ l ଏଥିସହିତ ଘର ଭିତରକୁ ତୁରନ୍ତ ଯାଇ ଏକ ଆମ୍ବୁଲାନ୍ସ ସାହାଯ୍ୟରେ ଅଚେତ ଦମ୍ପତ୍ତିଙ୍କୁ ଚିକିତ୍ସା ପାଇଁ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଆସି ଯାଜପୁର ରୋଡ ପୋଲିସକୁ ଖବର ଦେଇଥିଲେ l ଖବର ପାଇ ତୁରନ୍ତ ଯାଜପୁର ରୋଡ ପୋଲିସ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି l

MORE NEWS