ଫୁଲବାଣୀ ସହର: ଦଡକି ଅଞ୍ଚଳରୁ ତିନିବିଭାଗର ମିଳିତ ଚଢାଉରେ 45ଏକର ଜଙ୍ଗଲ ଜମି ରୁ ଗଞ୍ଜେଇ ଗଛ କୁ କାଟି ନଷ୍ଟ କରିଛନ୍ତି ତିନିବିଭାଗ,
ଦଡକି ଅଞ୍ଚଳରୁ ତିନିବିଭାଗର ମିଳିତ ଚଢାଉରେ 45ଏକର ଜଙ୍ଗଲ ଜମି ରୁ ଗଞ୍ଜେଇ ଗଛ କୁ କାଟି ନଷ୍ଟ କରିଛନ୍ତି ତିନିବିଭାଗ, ବୁଧବାର ଦିନ 11ଘଣ୍ଟିକା ରୁ ଅପରାହ୍ନ4ଘଣ୍ଟିକା ପଯ୍ଯନ୍ତ ଏହି ଗଞ୍ଜା ମିସନ ଚାଲିଥିଲା, ସୁଚନା ମୁତାବକ ସଦର ଥାନା ର ଦଡକି ଅଞ୍ଚଳ ବନ ବିଭାଗ, ଅବକାରୀ ବିଭାଗ ଏବଂ ପୁଇ ର ମିଳିତ ଚଢାଉ ରେ ଏହି ଗଞ୍ଜେଇ କୁ ନଷ୍ଟ କରଖଯାଇଥିବା ନେଇ ସୁଚନା ମିଳିଛି