ଝାରସୁଗୁଡା: ଝାରସୁଗୁଡ଼ାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: 7 ହଜାର ଟଙ୍କା ଜରିମାନା
ଝାରସୁଗୁଡ଼ା ସହରରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ । ଝଣ୍ଡା ଛକରୁ କାଳୀ ମନ୍ଦିର ରାସ୍ତାରେ 27ଟି ଦୋକାନ ଯାଞ୍ଚ । ନିୟମ ଉଲ୍ଲଂଘନ ପାଇଁ 7 ହଜାର ଟଙ୍କା ଜରିମାନା ଆଦାୟ, 6ଟି ପ୍ରତିଷ୍ଠାନକୁ ନୋଟିସ୍ ଓ ବାସି ଖାଦ୍ୟ ନଷ୍ଟ ।