କାମାକ୍ଷାନଗର: କୀର୍ତ୍ତନପୁର ଭଗାମୁଣ୍ଡା ସାହି ନିକଟ ଜଙ୍ଗଲରେ ବୁଧବାର ୯ଟାରେ ବାଘର ପାଦଚିହ୍ନ ଦେଖିଲା ବନ ବିଭାଗ
କୀର୍ତ୍ତନପୁର ଭଗାମୁଣ୍ଡା ସାହି ନିକଟ ଜଙ୍ଗଲରେ ବୁଧବାର ୯ଟାରେ ବାଘର ପାଦଚିହ୍ନ ଦେଖିଲା ବନ ବିଭାଗ ।ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ କୀର୍ତ୍ତନପୁର ଭଗାମୁଣ୍ଡା ସାହି ନିକଟ ଜଙ୍ଗଲରେ ବୁଧବାର ବାଘର ପାଦ ଚିହ୍ନ ଦେଖିବାକୁ ମିଳିଲା ।ଗତ କିଛିଦିନ ହେଲାଣି ଏହି ଅଞ୍ଚଳରେ ବାଘ ଆତଙ୍କ ଦେଖିବାକୁ ମିଳିଛି ।ଲୋକମାନେ ଆତଙ୍କିତ ଅବସ୍ତାରେ ଅଛନ୍ତି ।