ଗୋପାଳପୁର: ଲାଠି ସ୍ଥିତ ଲେପର୍ଶୀ ମେଡିକାଲରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ
ଲାଠି ସ୍ଥିତ ଲେପର୍ଶୀ ମେଡିକାଲରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ବୁଧବାର ପୂର୍ବାହ୍ନରେ ବ୍ରହ୍ମପୁର ସିଡିଏମ କାର୍ଯ୍ୟାଳୟର ଡ଼ା.ଅନିଲ କୁମାର ରଥ,ଡ଼ି ଏଲ ସି ଡ଼ା.ଶୁଭଲକ୍ଷ୍ମୀ ବଡ଼ଜେନା,ପି ଟି ରିତାରାଣୀ ପରିଡ଼ା, ଇମାନିଆଲ, ବସନ୍ତ,ଡେମନିକ ପ୍ରମୁଖ ଉପସ୍ଥିତ ଥିଲେ।