ସୁନ୍ଦରଗଡ ସହର: ତୁନମୁରା ହାଇସ୍କୁଲ ପ୍ରାଙ୍ଗଣରେ ଜିଲ୍ଲା ସ୍ତରୀୟ ଫୁଟବଲ ଖେଳାଳୀ ଚୟନ ପ୍ରତିଯୋଗିତା ଅନୁଷ୍ଠିତ
ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଳକ ଅନ୍ତର୍ଗତ ତୁନମୁରା ସ୍ଥିତ ସରଗୁ କିସାନ ହାଇସ୍କୁଲ ପ୍ରାଙ୍ଗଣରେ ଆଜି ଜିଲ୍ଲା ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଖେଳାଳୀ ଚୟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ର ବିଭିନ୍ନ ହାଇସ୍କୁଲ ର ଫୁଟବଲ ଖେଳାଳୀ ମାନେ ଅଂଶଗ୍ରହଣ କରିଥିଲେ।