କେନ୍ଦ୍ରାପଡା: ବଉଳାଙ୍ଗ ଗ୍ରାମର ରଙ୍ଗବତୀ ସାହୁଙ୍କ ପରଲୋକ, ସମବେଦନା ଜଣାଇଲେ ସତ୍ୟ ବ୍ରତ ନାୟକ
ଅଖୁଆ ଦକ୍ଷିଣୀ ପଞ୍ଚାୟତର ବଉଳାଙ୍ଗ ଗ୍ରାମର ଗଣେଶ ଭାଇଙ୍କ ମାଆ ସ୍ୱର୍ଗତା ରଙ୍ଗବତୀ ସାହୁଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କଲେ ଯୁବ ସମାଜ ସେବୀ ସତ୍ୟ ବ୍ରତ ନାୟକ। ସେ ଦିବଙ୍ଗତ ଆତ୍ମାର ସଦ୍ଗତି କାମନା କରିବା ସହ ପରିବାରକୁ ସମବେଦନା ଜଣାଇଛନ୍ତି।