ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ବାଇପାସ ରୁ ସରକାର ନଗର ସରକାରୀ ଯାଗା ରୁ ଦୋକାନ ଉଚ୍ଛେଦ ବେଳେ ଉତ୍ତେଜନା, ପୋଲିସ ମୁତୟନ
-
ସରକାରୀ ଯାଗା ରୁ ଦୋକାନ ଉଚ୍ଛେଦ ବେଳେ ଉତ୍ତେଜନା,ଦୋକାନ ଘର ଉଚ୍ଛେଦ ବେଳେ ଉତ୍ତେଜନା ଦେଖାଦେଇଛି,ବାଇପାସ୍ ଠାରୁ ସରକାର ନଗର ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ଵ ଦୋକାନ ଉଚ୍ଛେଦ ପାଇଁ ନୋଟିସ ହୋଇଥିଲା,ସରକାରୀ ଯାଗା ରେ ହୋଇଥିବା ଦୋକନ ଉଚ୍ଛେଦ ପାଇଁ ପ୍ରଶାସନ ଲଗାଇଥିଲା ନୋଟିସ । କିନ୍ତୁ ଉଚ୍ଛେଦ ପାଇଁ ତହସିଲଦାର,ଉପ ଜିଲ୍ଲାପାଳ,ତହସିଲ ଙ୍କ ସହ ବ୍ୟାପକ ଫୋର୍ସ ପହଞ୍ଚିବା ପରେ ଦୋକାନୀ ମାନେ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ,ଦୀର୍ଘ ସମୟ ଧରି ଉଚ୍ଛେଦ ହୋଇପାରୁ ନଥିବା ବେଳେ ସମସ୍ତ ଅଧିକାରୀ ବାଇପାସ୍ ଠାରେ ବୁଝାସୁଝା କରିଚନ୍ତି, ଏହି ଖବର ଆଜି ଦିନ 11 ଟାରେ ହସ୍ତଗତ ହୋଇଛି