କେନ୍ଦ୍ରାପଡା: କେନ୍ଦ୍ରାପଡ଼ାରେ ଆସନ୍ତାକାଲି ୬ ଘଣ୍ଟା ବିଦ୍ୟୁତ୍ କାଟ: ଜାଣନ୍ତୁ କେଉଁ ଅଞ୍ଚଳ ପ୍ରଭାବିତ ହେବ
ଲକ୍ଷ୍ମୀ ପୂଜା ମେଣ୍ଟେନାନ୍ସ ପାଇଁ କେନ୍ଦ୍ରାପଡ଼ାରେ ୧୮ ଅକ୍ଟୋବର ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ସରବରାହ ବନ୍ଦ ରହିବ। ପୌରାଞ୍ଚଳର ୪ରୁ ୨୧ ନମ୍ବର ୱାର୍ଡ ସମେତ କପାଳେଶ୍ୱର ଓ ଗୁଲନଗର ଅଞ୍ଚଳ ପ୍ରଭାବିତ ହେବ।