ଦେବଗଡ: ରିଆମାଳରେ ମହାସମାରୋହରେ ନବମୀ ପୂଜା: ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼
ଦେବଗଡ଼ ଜିଲ୍ଲା ରିଆମାଳଠାରେ ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ମହାସମାରୋହରେ ନବମୀ ପୂଜା ଅନୁଷ୍ଠିତ ହୋଇଛି। ମା’ଙ୍କ ଆଶୀର୍ବାଦ ପାଇବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଓ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି।