Public App Logo
Jansamasya
National
���ीएसटी
Happydiwali
Nextgengst
Cybersecurityawareness
Pmmsy
Diwali2025
Matsyasampadasesamriddhi
Fidfimpact
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ତଲସରା: ବଡ଼ଗାଁ ର ସ୍ବେଚ୍ଛାସେବୀ ସାପ ଧରାଳି ମହେନ୍ଦ୍ର ନାଏକ ଙ୍କର ପ୍ରତିକ୍ରିୟା

Talasara, Sundargarh | Oct 20, 2025
ବଡ଼ଗାଁର ଜଣେ ଜଣାଶୁଣା ସ୍ବେଚ୍ଛାସେବୀ ସାପ ଧରାଳି ହେଉଛନ୍ତି ମହେନ୍ଦ୍ର ନାଏକ ଓରଫ ମୋଇନ।ସେ ପେଶା ରେ ବଡ଼ଗାଁ ସରକାରୀ ହାଇସ୍କୁଲ ର ସୁରକ୍ଷା କର୍ମୀ ହୋଇଥିବା ବେଳେ ସାପ ଧରିବା ତାଙ୍କର ନିଶା। ଯେଉଁଠି ସାପ ବାହାରିଲେ ତାଙ୍କର ଖୋଜା ପଡେ।ସେ ବହୁ ବିଷାକ୍ତ ନାଗ ସାପ କୁ ଧରି ନିକଟସ୍ଥ ଜଙ୍ଗଲ ରେ ଛାଡ଼ିଦେଇଚି।

MORE NEWS