କାମାକ୍ଷାନଗର: କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମରେ ସାଂସଦ ଖେଳ ମହୋତ୍ସବ ଅନୁଷ୍ଠିତ ମଙ୍ଗଳବାର ୪ଟାରେ ଉପସ୍ଥିତ ରହିଲେ ମଣ୍ଡଳ ସଭାପତି ବ୍ରଜେଶ୍ୱରୀ ଦାସ
କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମରେ ସାଂସଦ ଖେଳ ମହୋତ୍ସବ ଅନୁଷ୍ଠିତ ମଙ୍ଗଳବାର ୪ଟାରେ ଉପସ୍ଥିତ ରହିଲେ ମଣ୍ଡଳ ସଭାପତି ବ୍ରଜେଶ୍ୱରୀ ଦାସ ।କ୍ରୀଡ଼ାର ବିକାଶ ପାଇଁ ସାଂସଦ ଖେଳ ମହୋତ୍ସବ ଅନୁଷ୍ଠିତ ଏହି ପରିପ୍ରେକ୍ଷୀରେ ମଙ୍ଗଳବାର କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି ।ଏଠାରେ ଏନଏସି ମଣ୍ଡଳ ସଭାପତି ବ୍ରଜେଶ୍ୱରୀ ଦାସଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।