କାମାକ୍ଷାନଗର: କାମାକ୍ଷାନଗରରେ ବିଭିନ୍ନ ପୂଜା ମଣ୍ଡପରେ ମଙ୍ଗଳବାର ୧୧ଟାରେ ଦୁର୍ଗା ଅଷ୍ଟମୀ ପୂଜା ଅନୁଷ୍ଠିତ ଭକ୍ତଙ୍କ ଗହଳି
କାମାକ୍ଷାନଗରରେ ବିଭିନ୍ନ ପୂଜା ମଣ୍ଡପରେ ମଙ୍ଗଳବାର ୧୧ଟାରେ ଦୁର୍ଗା ଅଷ୍ଟମୀ ପୂଜା ଅନୁଷ୍ଠିତ ଭକ୍ତଙ୍କ ଗହଳି ।ଢେଙ୍କାନାଳ ଜିଲା କାମାକ୍ଷାନଗରର ଗଣପର୍ବ ଦଶହରା ଅବସରରେ ମଙ୍ଗଳବାର ଦୁର୍ଗାଅଷ୍ଟମୀ ପୂଜା ବିଭିନ୍ନ ପୂଜା କମିଟି ତରଫରୁ ଅନୁଷ୍ଠିତ ହୋଇଯାଇଛି ।ଏଠାରେ ଭକ୍ତଂକ ଗହଳି ଲାଗିଥିଲା ନିଜର ମାନସିକ ପୂରଣ ପାଇଁ ।