Public App Logo
Jansamasya
News
पुलिस
Bjp
National
Police
Bihar
बिहार
कांग्रेस
मौत
बीजेपी
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Narendramodi
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
शादी

ରାଉରକେଲା ମ୍ୟୁନିସିପାଲଟି: କମିଶନରଙ୍କ ଗସ୍ତ ପରେ ୱାର୍ଡ ୨୩ ଓ ୨୪ରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ

କମିଶନର ଆରଏମସି ଗସ୍ତ ପରେ ୱାର୍ଡ ୨୩ ଓ ୨୪ରେ #ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୟୁପିଏଚସି ମେଡିକାଲ୍ ରୁ ପରିଚୟ ଗୃହ ପର୍ଯ୍ୟନ୍ତ ଥିବା ନାଳ ପରିଷ୍କାର କରାଯାଇଛି। ଗୋପବନ୍ଧୁ ପଲ୍ଲୀ ରେ ଥିବା ମୁଖ୍ୟ ନାଳ ଗୁଡିକର ପୁର୍ଣ ଭାବରେ ପରିଷ୍କାର କରାଯାଇଛି।