ଅଜି ଡିସେମ୍ବର 18 ତାରିଖ ସନ୍ଧ୍ୟା 7: 30 ପାଖାପାଖି ସମୟରେ ଟାଉନ ଥାନା ଅଧିକାରୀ ଓ ତାଙ୍କ ଟିମ ଏହି ଚଢାଉ କରି ଦୁଇଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରିଛନ୍ତି। OD -16G-9691 ନମ୍ବର ବିଶିଷ୍ଟ ଟ୍ରାକ୍ଟର ଜବତ ହୋଇଥିବା ବେଳେ ଅନ୍ୟଟି ନମ୍ୱର ବିହୀନ ଟ୍ରାକ୍ଟର ଥିବା ଜଣା ପଡିଛି। ତେବେ ଏ ନେଇ ଟାଉନ ଥାନା ଅଧିକାରୀ ଡେପୁଟି ଡାଇରେକ୍ଟର ମାଇନ୍ସକୁ ସୂଚନା ଦେବା ପରେ ମାଇନ୍ସ ବିଭାଗ ଦୁଇଟି ଟ୍ରାକ୍ଟର ଉପରେ ଜୋରିମାନା ଯଥା କ୍ରମେ 2.5 ଲକ୍ଷ ଟଙ୍କା ଓ 1.5 ଲକ୍ଷ ଟଙ୍କା ଏପରି ମୋଟ 4 ଲକ୍ଷ ଟଙ୍କା ଜୋରିମାନା ଲଗାଇଛନ୍ତି। ତେବେ ନମ୍ବର ବିହୀନ ଟ୍ରାକ୍ଟର ଉପରେ ଆଞ୍ଚଳିକ ପରିବହନ ବିଭାଗ