କାମାକ୍ଷାନଗର: କାମାକ୍ଷାନଗର ଗଣପର୍ବ ଦଶହରାର ବିଭିନ୍ନ ପୂଜା ମଣ୍ଡପରେ ସୋମବାର ୭ଟାରେ ମହା ସପ୍ତମୀ ପୂଜା ଅନୁଷ୍ଠିତ
କାମାକ୍ଷାନଗର ଗଣପର୍ବ ଦଶହରାର ବିଭିନ୍ନ ପୂଜା ମଣ୍ଡପରେ ସୋମବାର ୭ଟାରେ ମହା ସପ୍ତମୀ ପୂଜା ଅନୁଷ୍ଠିତ ।ଢେଙ୍କାନାଳ ଜିଲା କାମାକ୍ଷାନଗରର ଗଣପର୍ବ ଦଶହରା ଏହି ଅବସରରେ ବିଭିନ୍ନ ପୂଜା ମଣ୍ଡପରେ ସୋମବାର ମହା ସପ୍ତମୀ ପୂଜା ଅନୁଷ୍ଠିତ ହୋଇଯାଇଛି ।