ପାରଳାଖେମୁଣ୍ଡି: ମୋହନା: ଭୁବନେଶ୍ୱର ଆବହାବାଣୀ କେନ୍ଦ୍ର ପକ୍ଷରୁ ଆଜି ସନ୍ଧ୍ୟା ୬ ଘଣ୍ଟ ସମୟରେ ଗଜପତି ଜିଲ୍ଲା କୁ ସତର୍କତା ଜାରି କରାଯାଇଛି।
ଭୁବନେଶ୍ୱର ଆବହାବାଣୀ କେନ୍ଦ୍ର ପକ୍ଷରୁ ଆଜି ସନ୍ଧ୍ୟା ୬ ଘଣ୍ଟ ସମୟରେ ଗଜପତି ଜିଲ୍ଲା କୁ ସତର୍କତା ଜାରି କରାଯାଇଛି। ସମଗ୍ର ରାଜ୍ୟର ୩୦ଟି ଜିଲ୍ଲା ପାଇଁ ହଳଦିଆ ସତର୍କତା ଜାରି ରହିଛି। ଏହି ସମୟରେ ୭ ସେ.ମି.ରୁ ୧୧ ସେ.ମି. ପର୍ଯ୍ୟନ୍ତ ଭାରୀ ବର୍ଷା, କେତେକ ସ୍ଥାନରେ ଅଲଗା ଭାବରେ ଭାରୀ ବର୍ଷା, ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି। ପବନ ବେଗ 30-40 କି.ମି./ଘଣ୍ଟା ପର୍ଯ୍ୟନ୍ତ ପହଞ୍ଚିପାରେ। ପଶ୍ଚିମ, ଦକ୍ଷିଣ ଓ ଉତ୍ତର ଓଡ଼ିଶାର ପ