ବଲାଙ୍ଗୀର: ବଲାଙ୍ଗିର ଖୁଜେନପାଳିରେ ଅନୁଷ୍ଠିତ ହେଲା ଟ୍ୟାଲେଣ୍ଟ କପ୍ କ୍ରିକେଟ୍ ଫାଇନାଲ୍
ବଲାଙ୍ଗିର ଖୁଜେନପାଳି ଖେଳ ପଡ଼ିଆରେ ପାୟୋନିର କ୍ରିକେଟ୍ ଏକାଡେମୀ ପକ୍ଷରୁ ଟ୍ୟାଲେଣ୍ଟ କପ୍ କ୍ରିକେଟ୍ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଓ ଓକିଲ ସଂଘ ସଭାପତି ବାସୁଦେବ ରଥ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।