୨୦୨୧ମସିହାର ଏକ ବିଚାରାଧୀନ ମାମଲାରେ ଜଡିତଜନୈକ ଯୁବକଙ୍କ ନାମରେ ମାନ୍ୟବର ଅଦାଲତ ଜାରି କରିଥିବା ଜାମିନ ବିହୀନ ଗିରଫ ପରୱାନା ବଳରେ ବେତନଟୀ ହାଟଛକରେ ଚଢାକରି ୱାରେଣ୍ଟିକୁ ଗିରଫ କରିବା ସହିତ ରବିବାର ଅପରାହ୍ନ ପାଞ୍ଚଟାରେ କୋର୍ଟଚାଲାଣ କଲା ପୁଲିସ l ଗିରଫ ୱାରେଣ୍ଟି ଜଣକ ହେଉଛି ଇନ୍ଦିରାନଗର ଗ୍ରାମର ଧର୍ମା ପାଲଙ୍କ ପୁଅ ମହେନ୍ଦ୍ର ପାଲ l ୨୦୨୧ ମସିହାରେ ବେତନଟୀ ଥାନାରେ ଜନୈକା ନାବାଳିକା ଅପହରଣ ଘଟଣାକୁ ନେଇ ମାମଲାରୁଜୁ ହୋଇଥିଲା l