ବିଜେପୁର: ଅଇଁଠାପାଲିରେ ମିଲ୍ ପ୍ରଦୂଷଣର କୋପ: ଆଖି ଖରାପ ହେଉଥିବା ନେଇ ଗାଁ ଲୋକଙ୍କ ବଡ଼ ଅଭିଯୋଗ
ସମ୍ବଲପୁର ଅଇଁଠାପାଲି ଅଞ୍ଚଳରେ ଏକ ମିଲ୍ରୁ ବାହାରୁଥିବା ଖାର ଓ ଧୂଳି ଯୋଗୁଁ ସ୍ଥାନୀୟ ଲୋକେ ହନ୍ତସନ୍ତ। ଏହି ପ୍ରଦୂଷଣ ଯୋଗୁଁ ଆଖି ଜନିତ ସମସ୍ୟା ହେଉଥିବା ନେଇ ସ୍ଥାନୀୟ ବାସିନ୍ଦା ବଡ଼ ଅଭିଯୋଗ ଆଣିଛନ୍ତି। ତୁରନ୍ତ ଏହାର ପ୍ରତିକାର ପାଇଁ ଦାବି ହୋଇଛି।