Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
बिहार
कांग्रेस
Congress
Modi
Delhi
Viral
Jharkhand
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur

ଦେବଗଡ: ଦେଓଝରଣ ନିକଟରେ ୨୦ ଟିକିଆ ହାତୀ ପଲ ଉପଦ୍ରବ

ରିଆମାଳ ବନାଂଚଳ କୁଣ୍ଢେଇଗୋଳା ସେକ୍ସନ ଦେଓଝରଣ ନିକଟରେ ଆଜି ୨୦ ଟିକିଆ ହାତୀ ପଲ ଉପଦ୍ରବ ଜାରି ରହିଥିବା ଜଣାପଡିଛି । ହାତୀ ଉପଦ୍ରବ ଯୋଗୁଁ ଉକ୍ତ ଅଂଚଳରେ ବ୍ୟାପକ ଧାନ ଫସଲ କ୍ଷୟକ୍ଷତି ହେଉଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି । ଆଜି ରାତି ୧୦ ଟାରେ ବନବିଭାଗ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ହାତୀ ପଲରେ ୯ ଟି ଦନ୍ତା ହାତୀ, ୬ ଟି ମାଇ ହାତୀ ଏବଂ ୫ ଟି ହାତୀ ଶାବକ ରହିଛନ୍ତି । ହାତୀ ଉପଦ୍ରବ କରୁଥିବା ଅଂଚଳରେ ବନବିଭାଗ କର୍ମଚାରୀ ପହଂଚି ସ୍ଥାନୀୟ ଲୋକଙ୍କ ସହିତ ହାତୀ ଘଉଡାଇବାକୁ ଚେଷ୍ଟା କରୁଥିବା ଜଣାପଡିଛି ।

MORE NEWS

ଦେବଗଡ: ଦେଓଝରଣ ନିକଟରେ ୨୦ ଟିକିଆ ହାତୀ ପଲ ଉପଦ୍ରବ - Debagarh News