ଜିଲ୍ଲାରେ ମଣ୍ଡି ବ୍ୟବସ୍ଥା ନେଇ ଚାଷୀ ଏବେ ଟେନସନରେ ଆଜିଠାରୁ ମିଲର୍ସ ପକ୍ଷରୁ ବିଭିନ୍ନ ଦାବି ନେଇ ଧାରଣା ଦେଇଥିବା ବେଳେ ଜିଲ୍ଲାର ସବୁ ମଣ୍ଡି ଅଚଳ ହୋଇ ପଡିଥିବା ଦିନ ୨ଟା ସମୟରେ କୋରାପୁଟରେ ପ୍ରତିକ୍ରିୟା ରଖିଛନ୍ତି ଚାଷୀ। ସରକାର ଜାଣିଶୁଣି ଚାଷୀଙ୍କ ଉପରେ ଜୁଲୁମ କରୁଥିବା ଅଭିଯୋଗ ଉଠାଇଛନ୍ତି ଚାଷୀ।