କଟକ ପୌରାଞ୍ଚଳ: ପୂଜା ସମୟରେ ମଦ୍ୟପ ଚାଳକଙ୍କ ଉପରେ କଡା ନଜର: ଆରଟିଓ ଓ ପୋଲିସର ମିଳିତ ଚଢାଉ
ପୂଜା ସମୟରେ ରାସ୍ତା ସୁରକ୍ଷା ପାଇଁ ପୋଲିସ ଓ ଆରଟିଓ ପକ୍ଷରୁ ମଦ୍ୟପାନ କରି ଗାଡି ଚଳାଉଥିବା ଚାଳକଙ୍କ ଉପରେ ସନ୍ଧ୍ୟା ଓ ରାତିରେ କଡା ଯାଞ୍ଚ କରାଯାଉଛି। ଟ୍ରାଫିକ ନିୟମ ମାନିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି।