ପରଜଙ୍ଗ: ଜରଡ଼ା ଗାଁ ଜଳ ବିଭାଜିକା ଅର୍ଥ ଆତ୍ମସାଥ ଘଟଣା ବୁଧବାର ୧ଟାରେ ତଦନ୍ତ କଲା ବିଭାଗ
ଜରଡ଼ା ଗାଁ ଜଳ ବିଭାଜିକା ଅର୍ଥ ଆତ୍ମସାଥ ଘଟଣା ବୁଧବାର ୧ଟାରେ ତଦନ୍ତ କଲା ବିଭାଗ ।ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଜରଡ଼ା ଗାଁରେ ଜଳ ବିଭାଜିକାରେ ବ୍ୟାପକ ଅର୍ଥ ଆତ୍ମସାଥ ହୋଇଥିବା ଅଭିଯୋଗ ହୋଇଥିଲା ଯାହାକୁ ନେଇ ବୁଧବାର ଭୁବନେଶ୍ୱରରୁ ବିଭାଗୀୟ ଅଧିକାରୀ ଓ ତାଙ୍କ ଟିମ ଆସି କରିଛି ତଦନ୍ତ ।