ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ସଦର ଥାନା କାଉଁରିଆପାଳ ଗ୍ରାମ ପ୍ରାଥମିକ ବିଦ୍ୟାଳୟରୁ ଚୋରି, ଚୋରଙ୍କ ଟାର୍ଗେଟରେ ଏଲଇଡି ଟିଭି ଓ ଯନ୍ତ୍ରା
ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଗୁଣଦେଇ ପଞ୍ଚାୟତ ଅଧୀନ କାଉଁରିଆପାଳ ପ୍ରାଥମିକ ବିଦ୍ୟାଳୟରୁ ଗତକାଲି ବିଳମ୍ବିତ ରାତିରେ ବିଦ୍ୟାଳୟ ର ଆସବାବପତ୍ର ଚୋରି ହୋଇଥିବା ଆଜି ତା୨୪।୧୦ ସକାଳ ୧୦ ଘଣ୍ଟା ସମୟରେ ଝାରଗାଡିଆ ଫାଣ୍ଡିରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି। । ସୂଚନା ଅନୁସାରେ ଆଜି ସକାଳ ଘ ୯ଆ,୩୦ ମି ସମୟରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଦ୍ୟାଳୟ କୁ ଆସି ସ୍କୁଲ କବାଟ ତାଲା ଭାଙ୍ଗି ଚୋରି ହୋଇଥିବା ଦେଖିବା ପରେ ପ୍ରଧାନ ଶିକ୍ଷକ ଦୁଷ୍ମନ୍ତ କୁମାର ଭୋଇ ଝାରଗାଡିଆ ଫାଣ୍ଡିରେ ଏତଲା ଦେଇଛନ୍ତି।