ବଡଚଣା: ଯାଜପୁର ଟାଉନ ବରାହନାଥ ପୀଠରେ ବାଲୁଙ୍କା ପୂଜା ଓ ରାଇ ଦାମୋଦର ଓଷାକୁ ନେଇ ପତିକ୍ରିୟା ଦେଲେ ବ୍ରତଧାରୀ ମହିଳା ରମାମଣୀ ଦୀକ୍ଷିତ
ଯାଜପୁର ଟାଉନ ବରାହନାଥ ପୀଠରେ ବାଲୁଙ୍କା ପୂଜା ଓ ରାଇ ଦାମୋଦର ଓଷାକୁ ନେଇ ପତିକ୍ରିୟା ଦେଲେ ବ୍ରତଧାରୀ ମହିଳା ରମାମଣୀ ଦୀକ୍ଷିତ l ଆଜି ହେଉଛି କାର୍ତ୍ତିକ ମାସ ପଞ୍ଚୁକର 4ର୍ଥ ଦିନ l ତେବେ ଏହି ଦିନରେ ଅନେକ ମହିଳା ବିଭିନ୍ନ ପୀଠରେ ହବିଷ କରିଥିଲେ l ସେପଟେ ଏହି ବ୍ରତକୁ ନେଇ ପତିକ୍ରିୟା ଦେଲେ ବ୍ରତଧାରୀ ମହିଳା ଶ୍ରୀମତୀ ଦୀକ୍ଷିତ l