କବିସୂର୍ଯ୍ୟନଗର: କବିସୂର୍ଯ୍ୟ ନଗର: ମା ବ୍ୟାଘ୍ରଦେବୀଙ୍କ ନବରାତ୍ରୀ ପୂଜାରେ ସାମିଲ ହେଲେ ବିଧାୟକ ପ୍ରତାପ ନାୟକ
କବିସୂର୍ଯ୍ୟ ନଗର ପୌର ପରିଷଦର ୧୨ ନମ୍ବର ୱାର୍ଡରେ ଚାଲିଥିବା ମା ବ୍ୟାଘ୍ରଦେବୀ ଠାକୁରାଣୀଙ୍କ ନବରାତ୍ରୀ ପୂଜାରେ ଯୋଗ ଦେଲେ ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଓ ତାଙ୍କ ଧର୍ମପତ୍ନୀ ରୀତା ନାୟକ।